ବିନା ସମନ୍ଧରେ ଗର୍ଭବତୀ ହୋଇ ଗଲା ଝିଅ କହିଲା ମୋ ଉପରେ କେବେ କେହି ……।

china

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ନିକଟ ରେ ଚିନ୍ ରୁ ଗୋଟିଏ ଚମକିବା ଭଳି ଘଟଣା ସାମ୍ନା କୁ ଆସିଛି । ଏଠାରେ ଥିବା ଗୁଇୟାଙ୍ଗ୍ ସହର ରେ ରହୁ ଥିବା ଗୋଟିଏ ଝିଅ ପେଟ ରେ ହଠାତ୍ ବହୁତ ଯନ୍ତ୍ରଣା ହୋଇ ଥିବାର ଦେଖିବା ମିଳି ଥିଲା । ଯେଉଁଥି ପାଇଁ ସେହି ଝିଅ କୁ ଡାକ୍ତର ଖାନା ରେ ଭର୍ତି କରା ଜାଇ ଥିଲା । ହେଲେ ଯେତେ ବେଳେ ଏହି ଘଟଣା ର ସଂମ୍ପର୍ଣ୍ଣ ରିପୋର୍ଟ ଆସିଲା । ତେବେ ଡାକ୍ତର ଙ୍କ ପାଦ ତୁଳୁ ସଂମ୍ପର୍ଣ୍ଣ ଭାବେ ମାଟି ଖସି ଗଲା । ସୂତ୍ର ଅନୁସାରେ ମିଳି ଥିବା ଖବର ଅନୁସାରେ ଯେତେ ବେଳେ ଏହି ଯୁବତୀ ଜଣଙ୍କ ଡାକ୍ତର ଖାନା ରେ ପହଁଚି ଥିଲେ । ଏବଂ ସେମିତି ବେଳେ ଡାକ୍ତର ରିପୋର୍ଟ ରେ କହିଲେ କି ସେ ଗର୍ଭବତୀ ରହିଛି ।

ହେଲେ ଆଶ୍ଚର୍ଯ୍ୟ ର କଥା ହେଲା କି ଯୁବତୀ ଜଣଙ୍କ କହି ଥିଲେ କି ସେ କେବେ ବି କାହା ସହିତ ସଂମ୍ପର୍କ ରଖି ନାହାଁନ୍ତି କି ତାଙ୍କର କୈଣସି ବି ପ୍ରେମୀ ନାହାଁନ୍ତି । ହେଲେ ଆଶ୍ଚର୍ଯ୍ୟ ର କଥା ହେଲା କି ଏବେ ସେ କୁଆଁରୀ ହୋଇ ଥିବା ସ୍ୱତେ ବି ଗର୍ଭବତୀ ରହିଛନ୍ତି । ଏମିତି ରେ ଯେଉଁ ସମୟ ରେ ଯୁବତୀ ଜଣଙ୍କ ଏହି କଥା ଡାକ୍ତର ଙ୍କୁ କହିବାରେ ଲାଗିଲେ ତେବେ ସେମିତି ବେଳେ ଡାକ୍ତର ଏହି କଥା କୁ ସଂମ୍ପର୍ଣ୍ଣ ଅବିଶ୍ୱାସ କରିଲେ । ଏବଂ କହିଲେ କେବେ ମଦ ନିଶା ରେ ଏମିତି ହୋଇ ଜାଇ ଥିବ । ତେବେ ସେମିତି ବେଳେ ଯୁବତୀ ଜଣଙ୍କ କହି ଥିଲେ କି ତାଙ୍କର ମଦ ସହିତ ଦୂର ଦୂର ର ସଂମ୍ପର୍କ ନାହିଁ । ଏବଂ ତାଙ୍କୁ ମଦରେ ଏଲର୍ଜି ରହିଛି ।

ତେବେ ସେମିତି ବେଳେ ଡାକ୍ତର ଙ୍କୁ ଏହି କଥା ର ଏତେ ଆଶ୍ଚର୍ଯ୍ୟ ଲାଗିଲା କି ଯୁବତୀ ଜଣଙ୍କ ବହୁତ ପଢା ପଢା କରି ଥିବା ବେଳେ ସେ ଏମିତି କଥା କହୁଛନ୍ତି । ତେବେ ଡାକ୍ତର କହି ଥିଲେ ଏମିତି ଗୋଟିଏ ନୁହେଁ ବରଂ ଏମିତି ବହୁତ ଘଟଣା ମାନ ଆଗରୁ ଦେଖିବା ପାଇଁ ମିଳିଛି । ଯେଉଁ ଥିରେ ମହିଳା ମାନଙ୍କ ଓଜନ ଅଧିକା ଥିବା ବେଳେ ସେମାନେ ପ୍ରେଗନେଣ୍ଟ ଅଟନ୍ଚି ବୋଲି ଜଣା ପଡେ ନାହିଁ । ଏବଂ ସେମାନଙ୍କ ପିରିଅଡ୍ ରୁ ନର୍ମାଲ ରହି ଥାଏ । ଏଠାରେ ଡାକ୍ତର ଏହି ଯୁବତୀ ଙ୍କ ପିଲା ଜନ୍ମ କରେଇ ଛନ୍ତି । ଯେଉଁ ଠାରେ ଗୋଟିଏ ଝିଅ ଜନ୍ମ ହୋଇଛି । ଏବଂ ବର୍ତମାନ ସମୟ ରେ ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *