20 ମାର୍ଚ 2020 ଶୁକ୍ରବାର ରାଶିଫଳ – ଏହି ସବୁ ରାଶିଙ୍କ ପାଇଁ ଆଜିର ଦୀନଟି ବହୁତ ଭଲ

rasiphala2

ମେଷ ରାଶି : ଆଜି ଆପଣଙ୍କ ମୁଡ୍ ରେ ପରିବର୍ତ୍ତନ ଅନୁଭବ କରିବେ , ଏହି କାରଣରୁ କାମରେ ମନ ଲାଗିବ ନାହିଁ , ଶିକ୍ଷା ପ୍ରତିଯୋଗିତାରେ ପାଇଁ ସମୟ ଅନୁକୁଳ ନାହିଁ , ଲୋକଙ୍କର୍ ବିଷୟରେ ଆପଣଙ୍କୁ କିଛି ରୋଚକ କଥା ଜଣାପଡିପାରେ , ଚାକିରି ସ୍ଥାନରେ ପରିବର୍ତ୍ତନର ଯୋଗ ହେଉଛି , ମାତାଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ସୁଖର ସାଧନରେ ଲାଗିପଡିବେ , ସନ୍ତାନର ସୁଖ ପ୍ରାପ୍ତ ହେବ , ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ , ବିଜନେସ୍ ରେ ଆପଣଙ୍କ ବଡ ଲାଭ ହେବ ।

ବୃଷ ରାଶି : ଦିନର ଆରମ୍ଭରୁ ଆପଣଙ୍କୁ ବହୁତ ପ୍ରତିକୁଳତା ସାମ୍ନା କରିବାକୁ ପଡିପାରେ , ପାରିବାରିକ ଜୀବନରେ ସମୟ ଅନୁକୁଳ ରହିବ , କିତୁ କିଛି ବି ନିର୍ଣ୍ଣୟ ଆବେଶରେ ନିଅନ୍ତୁ ନାହିଁ , ସାବଧାନତା ସହ ପାଦ ଦେବାର ଅଛି , ଉତ୍ତମ ଦାମ୍ପତ୍ୟ ଜୀବନ ମିଳିବ , ସମସ୍ୟା ଶେଷ କରିବାକୁ ଟିକିଏ ସମୟ ଲାଗିପାରେ , ପରିବାରର ଛୋଟ ସଦସ୍ୟଙ୍କ ଚିନ୍ତା ରହିବ , ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ଟା ଅସୁବିଧା ଦେଖାଦେଇପାରେ , ଆପଣଙ୍କ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବାର ଦରକାର ଅଛି ।

ମିଥୁନ ରାଶି : ପରିବାରରେ କେଉଁ ବି ବ୍ୟକ୍ତିଙ୍କ ସହ ମତଭେଦ ହୋଇପାରେ ,ଆପଣଙ୍କ ମନ ବିଚଳିତ ହୋଇପାରେ , ଆଜି ଆପଣ ଉଚ୍ଚ ଅଧିକାରୀଙ୍କ ସମାଜରେ ଉଚ୍ଚ ବ୍ୟକ୍ତିଙ୍କ ସଂମ୍ପର୍କରେ ଆସିପାରନ୍ତି , ଆସିବା ତିନି ଦିନରୁ ଆପଣଙ୍କୁ କିଛି ଶୁଭ ପରିଣାମ ପ୍ରାପ୍ତି ହେବ , କାରୋବାର କ୍ଷେତ୍ରରେ ଉନ୍ନତି ହେବ , ଘର ବାହାର ପ୍ରସନ୍ନତା ରହିବ , କିଛି ବିପଦପୁର୍ଣ୍ଣ ପଦକ୍ଷେପ ଉଠାନ୍ତୁ ନାହିଁ , କେଉଁ କାମକୁ ପୁରା କରିବାକୁ ଯାଇ ଅଧିକା ପରିଶ୍ରମ କରିପାରନ୍ତି , ଆପଣଙ୍କ ଖର୍ଚ୍ଚକୁ ନେଇକରି ବୁଝିବିଚାରି ରହିପାରନ୍ତି ।

rasi-chakra

କର୍କଟ ରାଶି : ଆଜିର ଦିନଟି ଶୁଭ ଅଛି , କାର୍ଯ୍ୟସ୍ଥଳରେ ଯାଞ୍ଚ କରିବା ମହତ୍ତ୍ୱପୁର୍ଣ୍ଣ ଅଟେ, କାରଣ ଆପଣଙ୍କସହଯୋଗୀ ଆପଣଙ୍କ ଧୈର୍ଯ୍ୟ ଓ ବୁଝାମଣାକୁ ପରୀକ୍ଷଣ କରିପାରନ୍ତି , ନୁଆ ସାଜସଜ୍ଜାରୁ ଘରରେ ଶୋଭା ବୃଦ୍ଧି ହେବ , ଧନ ପ୍ରତିଷ୍ଠାରେ ବୃଦ୍ଧି ହେବ  କେଉଁ ନୁଆ ଉଦ୍ଧୟମରୁ ଆମଦାନୀ ଆସିବା ଆରମ୍ଭ ହେବ , ଆଜି ହେବାକୁ ଥିବା ଅଧିକାଂଶ କଥାବାର୍ତ୍ତାଓ ସଉଦାବାଜି ଆପଣଙ୍କୁ ସାବଧାନ ରହିବାକୁ ହେବ ।

ସିଂହ ରାଶି : ସାଙ୍ଗମାନଙ୍କ ସହ ଆନନ୍ଦରେ ସମୟ ବ୍ୟତିତ ହେବ , ମାଙ୍କ ତରଫରୁ ଲାଭ ହେବ , ଶତ୍ରୁଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରରୁ ସାବଧାନ ରହିବାର ଆବଶ୍ୟକତା ଅଛି , ଆଜି କିଛି ନୁଆ ଡିଲ୍ ଅଥବା କେଉଁ ବିଶେଷ ନିର୍ଣ୍ଣୟ ନେବାରୁ ବଞ୍ଚନ୍ତୁ , ବସ୍ତୁଗୁଡିକ ସଂମ୍ଭାଳୀକରି ରଖନ୍ତୁ , କିଛି ଜିନିଷ ହରାଇପାରନ୍ତି , କେଉଁ ଅପ୍ରିୟତାରୁ ଦୁର କରିବାପାଇଁ ଶବ୍ଦର ଅହ ଚାଲାକ୍ ତରିକାରେ ପ୍ରୟୋଗ କରନ୍ତୁ , ଆପଣ ଅନ୍ୟଙ୍କ ପାଇଁ ସାହାଯ୍ୟକାରୀ ହୋଇପାରନ୍ତି , ପୁରୁଣା ସାଙ୍ଗଙ୍କ ଠାରୁ କିଛି ଭଲ ଖବର ମିଳିପାରେ ।

କନ୍ୟା ରାଶି : ବ୍ୟକ୍ତିଗତ ସଂବନ୍ଧରେ ସୁଧାର ଆସିପାରେ , ପାର୍ଟନରସିପ୍ ବେପାରରେ ଆପଣଙ୍କୁ ଟିକିଏ ଚିନ୍ତା  ରହିବ , ବାପଘରେ ଆପଣଙ୍କୁ ଲାଭ ହୋଇପାରେ , ଓ ଭଲ ସମାଚାର ମିଲିପାରେ , ଆର୍ଥିକ ଲାଭ ହେବାର ସଂମ୍ଭାବନା ଅଛି , ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ, ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହେବ , ଆପଣଙ୍କ କ୍ରୋଧରେ ନିଆଯାଈଥିବା ନିର୍ଣ୍ଣୟ କାରଣରୁ ପଛରେ ଏହାର ପ୍ରାୟଶ୍ଚିତ କରିବାକୁ ପଡିପାରେ , କିଛି ଅନପେକ୍ଷିତ ଓ ଭଲ ଘଟଣା ହେବାର ଯୋଗ ଅଛି , ସେଥିରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ।

rasi.ch

ତୁଳା ରାଶି : ଆଜି ଆପଣଙ୍କ ସକରାତ୍ମକତା ପୁରା ମାହୋଲ୍ ସକରାତ୍ମକ ବନାଇବ , ବଡ ଅଧିକାରୀଙ୍କ ସହ ଖୁବ୍ ତାଳମେଳ ରହିବ , ଚାକିରି ଓ ବେପାରରେ ଲାଭ ହେବାର ଅନୁବନ୍ଦ ଅଛି , କେଉଁ ଲୋକ ସହ ତେବେ ବନ୍ଧୁତା କରନ୍ତୁ , ଯେବେ ପୁରା ଜାନକାରୀ ମିଳିବ , ଓ ତାକୁ ଭଲ ଭାବେ ବୁଝିଥିବେ , କିଛି ଲୋକଙ୍କର କାରଣରୁ ଆପଣ ଭାବନାତ୍ମକ ରୁପରେ ଚିନ୍ତିତ ହୋଇପାରନ୍ତି , ଏହି ପ୍ରକାର କିଛି ଲୋକଙ୍କର ସହ ଯୁକ୍ତି ତର୍କ ହୋଇପାରେ , ପାର୍ଟନର ଆପଣଙ୍କ ଭାବନାକୁ ବୁଝିପାରିବେ ।

ବିଛା ରାଶି : ପାରିବାରିକ ଜୀବନ ଚିନ୍ତାରେ ଭରି ରହିବ , କିନ୍ତୁ ଆପଣଙ୍କ ସ୍ଥିତିକୁ ଚତୁରତା ସହ ନିପଟାଇବାକୁ ହେବ , ବୁଝିବିଚାରି କରି କୁହନ୍ତୁ , କାରଣ କଡା ଶବ୍ଦ ଆପଣଙ୍କ ପ୍ରିୟ ଙ୍କ ମଧ୍ୟରେ ଫାଟ ସୃଷ୍ଟି କରିପାରେ , ବହୁତ ଲୋକ ଆପଣଙ୍କୁ କେଉଁ କାମ ପାଇଁ ଆଶା ରଖିବେ , ମାତାଙ୍କର ସମ୍ମାନ କରନ୍ତୁ , ମାତାଙ୍କ ଆଶିର୍ବାଦରେ ଆପଣଙ୍କ କାର୍ଯ୍ୟ ସଂମ୍ପନ୍ନ ହେବ , ସନ୍ତାନ ସଂବନ୍ଧିତ କାର୍ଯ୍ୟ ସଂପନ୍ନ ହେବ , ନିଜ ସାହାଯ୍ୟ ପାଇଁ ସବୁବେଳେ ପ୍ରସ୍ତୁତ ରହିବେ ।

ଧନୁ ରାଶି : ଆପଣ ଆଜି ଅନ୍ୟ ମାନଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବେ , ଲୋକେ ଏଥିପାଇଁ ବହୁତ ସମ୍ମାନ କରିବେ , ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଆପଣଙ୍କ ଘରର ସଦସ୍ୟଙ୍କ ସହ ସୌହାଯ୍ୟପୂର୍ଣ୍ଣ ସଂବନ୍ଧ ରଖିବାର ଦରକାର ଅଛି, ବିଳମ୍ବତା କାମ କରିଲେ ସଂବନ୍ଧ ବିଗଡିପାରେ , ବିଜନେସ୍ ବଢାଇବାରେ ସେଥିରେ ପରିବର୍ତ୍ତନ ଆଣିବାରେ ମନ ହୋଇପାରେ , ସନ୍ତାନଙ୍କ ଠାରୁ କେଉଁ କଥାରେ ବିବାଦ ହୋଇପାରେ , ଜୀବନସାଥୀଙ୍କ ବ୍ୟବହାର ସାମଞ୍ଜସ୍ୟ ବନାଇକରି ରଖନ୍ତୁ ।

ମକର ରାଶି : ସଂମ୍ପର୍କୀୟଙ୍କ ଠାରୁ ଏକ ବଡ ଉପହାର ପ୍ରାପ୍ତି କରିବେ , ଆଘାତ କିମ୍ବା କେଉଁ ଛୋଟମୋଟ ଦୁର୍ଘଟଣା ହେବାର ଯୋଗ ଅଛି , ଆପଣଙ୍କ ବ୍ୟକ୍ତିଗତ ସଂବନ୍ଧ ବହୁତ ଶାନ୍ତ ରଖିବେ , ଏମିତି ଆପଣଙ୍କୁ ଜଟିଳତାରୁ ରକ୍ଷା କରିବ , କାର୍ଯ୍ୟ କରିବାର ମନରେ ବହୁତ ଉର୍ଜାର ସଂଞ୍ଚାର ହେବ , ଘର୍ ପରିବାରର ଦ୍ୱାରା ସମ୍ମାନ ପ୍ରାପ୍ତି କରିବେ , ମାତା ପିତାଙ୍କ ଆଶିର୍ବାଦ ଆପଣଙ୍କୁ ମଞ୍ଜିଲ୍ ଯାଏଁ ପହଞ୍ଚାଇବାରେ ସାହାଯ୍ୟ କରିପାରେ , ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ , ଆପଣଙ୍କ ପାଇଁ ଦିନଟି ଶୁଭରେ କଟିବ ।

କୁମ୍ଭ ରାଶି : ନୁଆ କାମରେ ଭଲ ଭାବେ ଯାଞ୍ଚ ପଡତାଲ କରିନିଅନ୍ତୁ , ନିବେଶ ଓ ସଂଞ୍ଚୟ ଯୋଜନା ହେବ , ପେଶାବର ସ୍ତରରେ ଆପଣଙ୍କ ଅହମିୟତ ପ୍ରମାଣିତ ହେବ , ବରାବରି ବୁଝାମଣା ଉପରେ ଆପଣଙ୍କୁ କିଛି ପ୍ରଶ୍ନ ଉଠିପାରେ , ବାଣୀରେ ନିୟନ୍ତ୍ରଣ ରଖନ୍ତୁ , ଚିଡଚିଡାପଣ ରୁ କାହାକୁ ଅପଶବ୍ଦ କହିପାରନ୍ତି , କେଉଁ ପାଖପାଖି ଲୋକଙ୍କୁ ଖୁସିର ସମୟ ବଞ୍ଚିବାର ମଉକା ଦେଇପାରନ୍ତି , ଆପଣଙ୍କୁ ମହତ୍ତ୍ୱପୁର୍ଣ୍ଣ କାମ କୁ ସମୟରେ ନିପଟାଇବାକୁ ସମର୍ଥ ହେବେ ।

ମୀନ : ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ । ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପକାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *