13 ଫ୍ରେବୃଆରୀ 2020 ଗୁରୁବାର – ଏହି ସବୁ ରାଶିର ଲୋକ ଆଜି ହୋଇ ଜାଆନ୍ତୁ ସର୍ତକ

rasiphala2

ମେଷ ରାଶି : ଆଜିର ଦିନ ନିବେଶ କରିବାରେ ବଞ୍ଚନ୍ତୁ , ପରିବାର ସଦସ୍ୟଙ୍କ ସହ ସଂବନ୍ଧ ମଧୁର ହେବ , କିନ୍ତୁ ସନ୍ତାନ କିମ୍ବା ତାଙ୍କର ଶିକ୍ଷାକୁ ନେଇକରି ଚିନ୍ତା ସଂମ୍ଭବ ଅଟେ । ଯଦି ଆପଣ ଘରୋଇ ସ୍ତରରେ ଶାନ୍ତି ଚାହାନ୍ତି ତେବେ ଆପଣଙ୍କ ସ୍ତ୍ରୀଙ୍କ ମୁଡ୍ ଠିକ୍ ରଖିବାକୁ ହେବ , ବାହାନ କିମ୍ବା ମେସିନାରୀ ପ୍ରୟୋଗରେ ଅନିୟମିତତା ନ କରନ୍ତୁ । ଅଫିସ୍ ରେ ଆପଣଙ୍କୁ କେଉଁ ନୁଆ ପ୍ରୋଜେକ୍ଟ ଦାୟିତ୍ୱ ମିଳିପାରେ , ବିନା କାରଣରେ କାହା ସହ ଯୁକ୍ତି କରନ୍ତୁ ନାହିଁ । ମାନସିକ ଚିନ୍ତାର ବୃଦ୍ଧି ହୋଇପାରେ

ବୃଷ ରାଶି : ମାତା ପିତାଙ୍କ ସହ ସଂମ୍ପର୍କ ମଧୁର୍ ହେବ , ଆଜିର ଦିନ ବିରୋଧୀକ ଆମନ୍ତ୍ରିତ କରିବେ ଓ ନିଜ ବୁନିଆଦିରେ ନିଜକୁ ଢାଞ୍ଚନ୍ତୁ ଓ ନିଜ ଶକ୍ତିକୁ ଦେଖାଇବାର ସଠିକ୍ ସମୟ ଅଟେ, ପରିବାରର ବାତାବରଣ ସୁଖଦ ହେବ , କୋର୍ଟ କଚେରି ସରକାରୀ କାର୍ଯ୍ୟଳୟରେ ଅଟକିଥିବା କାମ ପୁରା ହୋଇଯିବ , ସବୁଦିନର କାମ ସମୟରେ ପୁରା ହେବ , ନୁଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ଯୋଗ୍ ଅଛି , ପାଖ ଲୋକଙ୍କ କେଉଁ କଥା ଭୁଲ୍ ଲାଗିପାରେ ।

ମିଥୁନ ରାଶି : ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ , ଛୋଟ ଯାତ୍ରାରୁ ଭଲ ଫଳ ମିଳିବ , ଯେଉଁ ଲୋକ ସରକାରୀ ଚାକିରି କରୁଛନ୍ତି , ସେମାନଙ୍କୁ ପଦୋନ୍ନତି ହେବାର ଆଶା ଅଛି , ତଥା ଆୟରେ ବୃଦ୍ଧି ହେବାର ପୁରା ସଂମ୍ଭାବନା ଅଛି , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା ହେବ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ପୁରା ବଢିବ , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା ହେବ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , କିଛି ଲୋକ ଆପଣଙ୍କ କଥା ସହମତି ଦେଇନପାରନ୍ତି , ଲୋକଙ୍କ କେଉଁ ପରି ଜବରଦସ୍ତି କରନ୍ତୁ ନାହିଁ , କ୍ୟାରିୟରରେ ଆପଣଙ୍କୁ  ସଫଳତା ମିଳିବ , ଛାଡପତ୍ରରୁ କିଛି ବି ଲାଭ ହେବ ନାହିଁ ।

ganeeesh

କର୍କଟ ରାଶି : ଆଜି ଚୋରୀ ହେବାର ସମସ୍ୟା ଆସିପାରେ , ଏଥିପାଇଁ ନିଜ ଜିନିଷକୁ ସମ୍ଭାଳିକରି ରଖନ୍ତୁ , କିଛି ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିପାରନ୍ତି । ଆଜି ନିଜ ଧର୍ମ କିମ୍ବା ସମାଜ ସହ ଯୋଡି ହୋଇଥିବା କାର୍ଯ୍ୟ କରିପାରିବେ , କ୍ୟାରିୟରରେ ନୂଆ ଆୟାମ ସ୍ଥାପନ କରିବେ , ମନ୍ଦିରରେ ଫଳ ଦାନ କରନ୍ତୁ , ଲାଭର୍ ଅବସର ମିଳିବ , ସହକର୍ମୀଙ୍କ ସହ ସଂମ୍ପର୍କ ବଢିବ , କେଉଁ ମାମଲାରେ ଆପଣଙ୍କ ମନ ଲାଗି ରହିବ , ଲାଇଫ୍ ପାର୍ଟନର ସହ ଭଲ ସମୟ ବିତାଇବେ

ସିଂହ ରାଶି : ପରିବାରରେ ଆନନ୍ଦଦାୟକ ବାତାବରଣ ଦେଖିବାକୁ ମିଳିବ । ନିବେଶ ଇତ୍ୟାଦିରେ ମନୋନୁକୁଳ ରହିବ , ଚାକିରିରେ ପ୍ରଭାବ ପକାଇବ , ଉତ୍ସାହ ଓ ପ୍ରସନ୍ନତା ବଢିବ , କେଉଁ ଯାତ୍ରାରେ ଯାଇପାରନ୍ତି । ଶାନ୍ତ ବ୍ୟବହାର ଓ ଭଲ କାର୍ଯ୍ୟ ଭାବନା ସହ ନିଜ ବ୍ୟବହାରକୁ ସଂମ୍ଭାଳନ୍ତୁ , ବାରବାର ଲଗାତାର୍ କରାଯାଇଥିବା ପ୍ରୟାସ ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ , ଅଚାନକ ଯାତ୍ରା କିମ୍ବା ବଡ କାମ କରିବାରେ ଟିକିଏ ସମୟ ଲାଗିପାରେ , କେଉଁ କଥାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ମତଭେଦ ହୋଇପାରେ ।

କନ୍ୟା ରାଶି : ଆଜି ଆପଣଙ୍କୁ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ । ଆଇନଗତ ଅସୁବିଧା ଦୂର ହୋଇଯିବ , ଆପଣଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ପକାଇବା ପାଇଁ ନିଜ ଆଶଙ୍କା କୁ ବୃଦ୍ଧି କରିବାର ଆବଶ୍ୟକତା ଅଛି , ଆପଣଙ୍କ ବ୍ୟବସାୟ ଠିକ୍ ଚାଲିବ , ନିଜ ତନ ମନ ପ୍ରସନ୍ନତା ଅନୁଭବ କରିବେ , ବିନା ବୁଝିବିଚାରି କହିବେ ତ ଅସୁବିଧାରେ ପଡୀପାରନ୍ତି , ମିତ୍ରଙ୍କର ସହ ବୁଲିବାର ପ୍ଲାନ୍ କରିପାରନ୍ତି , କିନ୍ତୁ ନିଜ ବନ୍ଧୁତା ମଜବୁତ୍ ହେବ ।

gane

ତୁଳା ରାଶି : ଆଜି ଆପଣଙ୍କ ପରିବାର ସହ ମଧୁର ସଂମ୍ପର୍କ ସ୍ଥାପନ ହେବ , ଆପଣଙ୍କ ଆତ୍ମବିଶ୍ୱାସ ବି ବୃଦ୍ଧି ଦେଖାଦେବ , ମାନସିକ ଚିନ୍ତା ଉପରେ ଅଧିକା ହାବି ହେବାକୁ ଦିଅନ୍ତୁ ନାହିଁ , ବିପରୀତ୍ ପରିସ୍ଥିତିରେ ନିଜ ପକ୍ଷ ରଖିବାପାଇଁ ଅଦଭୁତ କ୍ଷମତାର ପ୍ରୟୋଗ କରନ୍ତୁ , କେଉଁ ମାମଲାରେ ଆପଣ ଚିନ୍ତାରେ ଆସିପାରନ୍ତି , ଯେଉଁ ସ୍ଥିତି ସଫା ନାହିଁ , ତାହାକୁ ନେଇ ଚିନ୍ତା କରିବା ଦରକାର ନାହିଁ , ସବୁ କାର୍ଯ୍ୟରେ ଭରପୁର୍ ପ୍ରୟାସ କରନ୍ତୁ , ସଫଳତା ମିଳିବ , ଆପଣଙ୍କୁ ଯାତ୍ର୍ କରିବାକୁ ପଡିପାରେ ।

ବିଛା ରାଶି : ଆଜି ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେବ , ପାଠପଢା ଲେଖାରେ କମ୍ ରୁଚି ରହିବା ଦ୍ୱାରା ଛୁଆ ଆପଣଙ୍କୁ ଟିକିଏ ନିରାଶ କରିବେ , ଭାଇ ଭଉଣୀ ସାମାଜିକ ସ୍ଥିତିରେ ଅପ୍ରୟାସିତ ଓ ଅଚାନକ ବୃଦ୍ଧି ହେବ , ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ ,

ଧନୁ ରାଶି : ଆଜି ବିବାହିତ ଲୋକଙ୍କ ପାଇଁ ଦିନ ବଢିଆ ଅଛି , ବେପାର କ୍ଷେତ୍ରରେ ଅଚାନକ ଭାରି ଧନ ଲାଭ ହେବାର ଦ୍ୱାରା ମନ ପ୍ରସନ୍ନ ରହିବ , ଘରେ ଅତିଥିଙ୍କ ଆଗମନ ହେବ , ଦୁରରୁ ଶୁଭ ସମାଚାର୍ର ପ୍ରାପ୍ତ ହେବ , ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ସାଂସରିକ କଥା ଭୁଲିକରି ଆଧ୍ୟାତ୍ମିକ ପ୍ରବୃତିରେ ଲୀନ ରହିବେ , ମାନସିକ ଶାନ୍ତି ମିଳିବ , କିନ୍ତୁ କଥାବାର୍ତ୍ତାରେ ସଂୟତ ରଖନ୍ତୁ । ଅଫିସ୍ ରେ କିଛି ଲୋକଙ୍କ କଥା ସୁଚନା ଲୁଚାଇବାରେ ଚେଷ୍ଟା କରିପାରନ୍ତି । ବିଜନେସ୍ ରେ ଲାଭ ହିଁ ହେବ ।

gitaaa

ମକର ରାଶି : ଶାରରୀକ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ , ଚିନ୍ତାରୁ ମୁକ୍ତି ଅନୁଭବ କରିବେ , କେଉଁ ଅସହାୟ ବ୍ୟକ୍ତିଙ୍କ ସେବା କରିବାର ଅବସର ପ୍ରାପ୍ତ ହେବ , ସାମାଜିକ ପ୍ରତିଷ୍ଠା ବଢିବ , କାରୋବାରରେ ବୃଦ୍ଧି ହେବ , ଆପଣଙ୍କ ଅଟକିଥିବା କାମ ହେବାକୁ ଲାଗିବ , କେଉଁ ଭବନ ସମ୍ପତ୍ତିର ଧନାର୍ଜନ ସାଧନ ହୋଇପାରେ, ସମୟର ସଦୁପଯୋଗ୍ କରନ୍ତୁ , ଆଳସ୍ୟରେ ନିଜ ସମୟ୍ ନଷ୍ଟ କରନ୍ତୁ ନାହିଁ ,

କୁମ୍ଭ ରାଶି : ନୁଆ ସଂବନ୍ଧ ସ୍ଥାପନ୍ କରିବା ପୁର୍ବରୁ ଗମ୍ଭୀରତାରେ ବିଚାର କରିନିଅନ୍ତୁ , ଯାତ୍ରା କାର୍ଯ୍ୟକ୍ରମ ହୋଇପାରେ , ପରିବାର ସହ ସମୟ ପ୍ରସନତା ପୁର୍ବକ ବ୍ୟତିତ ହେବ , ବିତ୍ତିୟ ସ୍ତରରେ ସ୍ଥିତି ଭଲ ରହିବ । ସାର୍ବଜନୀନ ଜୀବନରେ ମାନ ପ୍ରତିଷ୍ଠା ବଢିବ , କ୍ରୋଧ ଓ ଆବେଶରେ ଅଧିକତା ରହିବ , ରୋଗ ଏବଂ ଶତ୍ରୁ ପରାସ୍ତ ହେବେ , ଓ ଆପଣଙ୍କୁ ନୁଆ କାର୍ଯ୍ୟରେ ଲାଭ ହେବ , ପିତୃପକ୍ଷ ଓ ଆପଣଙ୍କ ଲାଭ ହୋଇପାରେ ।

ମୀନ ରାଶି : କାରୋବାରରେ ଜବରଦସ୍ତ ଲାଭ ଦେଖିବାକୁ ମିଳିବ , ପାର୍ଟି କିମ୍ବା ପିକନିକ୍ ଆନନ୍ଦ ମିଳିବ , ଶୈକ୍ଷଣିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ , ସରକାରା ତଥା ଉପର ଅଧିକାରୀଙ୍କ କାର୍ଯ୍ୟରେ ସଫଳତା ମିଳିବ , ପରିଶ୍ରମ୍ ଅଧିକତା ରହିବ ମାନସିକ ଶାନ୍ତି ରହିବ , ଆଜି ଆପଣଙ୍କୁ ଆତ୍ମ ସମ୍ମାନ ସହ ଚିନ୍ତା ଲାଗିପାରେ ,ପ୍ରେମୀ ଜୀବନସାଥୀଙ୍କ ସହ ସମୟ୍ ବିତାଇବେ , ସରକାରୀ କାର୍ଯ୍ୟରେ ସଫଳତା ମିଳିବ , ପେଟରେ ପିଡା ହୋଇପାରେ ।

Leave a Reply

Your email address will not be published. Required fields are marked *