11 ଫ୍ରେବୃଆରୀ 2020 ରାଶିଫଳ – ଏହି ସବୁ ରାଶିପାଇଁ ଆଜିର ଦିନଟି ବହୁତ ଭଲ

rasiphala2

ମେଷ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଏକାଗ୍ରତା ବୃଦ୍ଧି ହେବ । କେଉଁ ପ୍ରିୟଙ୍କ ସହ ବୈଚାରିକ ମତଭେଦ ଦେଖାଦେଇପାରେ , କିଛି ଲୋକ ନିଜ ବିଜନେସ୍ ପାର୍ଟନର୍ କିମ୍ବା ସହଯୋଗୀଙ୍କ ସହ ସମସ୍ୟା ହୋଇପାରେ , ଛାତ୍ରଙ୍କୁ ପ୍ରତିଯୋଗୀ ପରିକ୍ଷାରେ ସକରାତ୍ମକ ପରିଣାମ ମିଳିବ , କାହାର ସାହାଯ୍ୟରେ ଭଲ ଫାଈଦା ହୋଇପାରେ , ଅଧିକାରୀଙ୍କ ତରଫରୁ ମହତ୍ତ୍ୱପୁର୍ଣ୍ଣ ମାମଲା ଉପରେ କଥାବାର୍ତ୍ତା ହୋଇପାରେ , ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବୃଦ୍ଧି ହେବ ।

ବୃଷ ରାଶି : କିଛି ଭୁଲ୍ ବିଚାର ଆଜି ଆପଣଙ୍କ କାମରେ ବାଧା ଦେଇପାରେ , ଛାତ୍ର ବର୍ଗଙ୍କ ପାଇଁ ଦିନ ଶୁଭ ନାହିଁ , କିନ୍ତୁ ନିଜ ଲକ୍ଷ୍ୟର ପ୍ରତି ଗତିଶୀଳ ହେବା ଉଚିତ୍ , ମନୋରଞ୍ଜନ ସହ ଯୋଡି ହୋଇଥିବା ଗତିବିଧିଗୁଡିକ ମଜାଦାର୍ ରହିବ , ପଡୋଶୀଙ୍କ ମଧ୍ୟରେ ପ୍ରତିଷ୍ଠା ବଢିବ , ଆପଣ ଟିକିଏ ଚିଡଚିଡା ସ୍ୱଭାବର ରହିପାରନ୍ତି । ଆପଣଙ୍କ ବୈବାହିକ ଜୀବନ ଭଲ ରହିବ । ସ୍ୱାସ୍ଥ୍ୟରୁ ଚିନ୍ତା ବଢିପାରେ , ଆପଣ କେଉଁ ଦ୍ୱିତୀୟ କମ୍ପାନୀରେ କାମ କରିବାର ମଉକା ପାଇପାରନ୍ତି

ମିଥୁନ ରାଶି : ଚାକିରୀରେ ପଦୋନ୍ନତି କିମ୍ବା ବେତନରେ ବୃଦ୍ଧି ଘଟିବ । ରାଜନୀତିରେ କେଉଁ ଉଚ୍ଚନେତାଙ୍କ ଆଶିର୍ବାଦ ପ୍ରାପ୍ତ ହେବ , ଘର କାମ କାର୍ଯ୍ୟରେ ନିଜ ଦାୟିତ୍ୱକୁ ବୁଝିପାରିବେ , ଆଜି କରାଯାଇଥିବା ନିର୍ଣ୍ଣୟ ଲାଭପ୍ରଦ ହୋଇପାରେ , ଆଖପାଖ ଲୋକଙ୍କର ବ୍ୟବହାର ଭାବନାରେ ବୃଦ୍ଧି ହୋଇପାରେ , ପ୍ରେମ ଭରା ଜୀବନ ଆନନ୍ଦଦାୟକ ରହିବ , ନିଜ ସମୟର ସଦୁପଯୋଗ କରିବାର ଦ୍ୱାରା ଲାଭ ହେବ ।

gita

କର୍କଟ ରାଶି : ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ସାମୁଦାୟିକ ଓ ବୁଝାମଣା ଦ୍ୱାରା କାର୍ଯ୍ୟ ସୁଚାରୁରୁପେ ତୁଲାଇବେ , ଅଫିସ୍ କିମ୍ବା ଘରେ କିଛି ନୁଆ ପରିବର୍ତ୍ତନ ଦେଖିବାକୁ ମିଳିପାରେ , ନିଜ ସହ ସଂମ୍ପର୍କୀୟଙ୍କ ସହ କେଉଁ ଆଡେ ବାହାରକୁ ଯାଇପାରନ୍ତି , ତେବେ ଆଶାରୁ ଅଧିକା ସଫଳତା ମିଳିପାରେ , କେଉଁ ପ୍ରଭାବଶାଳି ବ୍ୟକ୍ତି ସହଯୋଗରେ ରୋଜଗାର ସଂବନ୍ଧି ସମସ୍ୟା ଦୂର ହୋଇଯିବ , କେଉଁ ଅଜଣା ଲୋକ ଆପଣଙ୍କ ଫାଇଦା ଉଠାଇପାରେ , ପରିବାରର ସ୍ଥିତି ଠିକ୍ ରହିବ ।

ସିଂହ ରାଶି : ଆଜି ଆପଣଙ୍କ କାମ ଦେଖିକରି ଲୋକେ ଖୁସି ହେବେ , ଲୋକ ଆପଣଙ୍କ ସହ ଯୋଡି ହେବାକୁ ଚେଷ୍ଟା ବି କରିବେ , ସାମାଜିକ କାର୍ଯ୍ୟରୁ ପ୍ରେରଣ ମିଳିବ  ଘର ବାହାର ହୋଇପାରନ୍ତି , କେଉଁ ସୁଖଦ ଯାତ୍ରା ଯିବାର ଅବସର ମିଳିବ , ସନ୍ତାନର ସ୍ୱାସ୍ଥ୍ୟ ବିକାର ହୋଇପାରେ , ପୁରୁଣା କାମ କରିବେ , ଲାଇଫ୍ ପାର୍ଟନର୍ ସହ ବୁଲିବାକୁ ଯାଇପାରନ୍ତି ।

କନ୍ୟା ରାଶି : ଆଜି ଆପଣଙ୍କୁ ବେପାର କ୍ଷେତ୍ର୍ ଓ ଚାକିରି କ୍ଷେତ୍ରରେ ସଫଳତା ମିଳିପାରିବ , ବୁଡିଯାଈଥିବା ରାଶି ପାଇପାରନ୍ତି , ଭାଗ୍ୟର ସାଥ୍ ରହିବ , ସ୍ୱାସ୍ଥ୍ୟକୁ ନେଇକରି କିଛି ଚିନ୍ତା ଆସିପାରେ , ମନରେ ନକରାତ୍ମକ ବିଚାରକୁ ପ୍ରଭାବ ରହିବ , ଆଜି ଆପଣଙ୍କୁ ଅଧିକା ବ୍ୟସ୍ତତା ରହିବାର ଦେଖାଯାଇପାରେ , ପରିବାରର ସବୁ ସମସ୍ୟା ଚିନ୍ତା ଦୁର ହେବ , ଛୋଟ ଛୋଟ କଥାକୁ ନେଇକରି ପରିବାରରେ କଳହ ହୋଇପାରେ ।

ganeeesh

ତୁଳା ରାଶି : ଆଜି ଆପଣଙ୍କୁ ବ୍ୟବସ୍ଥିତ ରୁପରେ ଆର୍ଥିକ ବିଷୟରେ ଆୟୋଜନ କରିବେ , କେଉଁ ବଡ ବ୍ୟୟ ହୋଇପାରେ , ଅନ୍ୟଙ୍କ ଉପେକ୍ଷା କରନ୍ତୁ ନାହିଁ , କେଉଁ ପ୍ରକାରର ଯୁକ୍ତିରେ ଭାଗ ନିଅନ୍ତୁ ନାହିଁ , ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ , ଆପଣଙ୍କ ବିଗଡିଥିବା ଭାଗ୍ୟ ଅଚାନକ ଖୋଲିଯିବ , ଆପଣଙ୍କ ସେଭିଙ୍ଗ୍ ଖର୍ଚ୍ଚ ହୋଇପାରେ , ଭୁଲ୍ ରେ ଆପଣ କିଛି ଏପରି କାମ କରନ୍ତୁ ନାହିଁ , ଯାହା ଦ୍ୱାରା କାମ ବିଗଡିଯିବ ।

ବିଛା ରାଶି : ବିଛା ରାଶିର ଲୋକେ ବିତ୍ତିୟ ମାମଲାରେ ଟିକିଏ ଚିନ୍ତାରେ ରହିବେ , ଅପ୍ରତ୍ୟାଶିତ ଲାଭର ଯୋଗ ଅଛି , ଲଟେରି କିମ୍ବା ସଟ୍ଟାରୁ ଦୁରରେ ରୁହନ୍ତୁ , ଆପଣ ନିଜ ପ୍ରେମୀ ସହ କରିଥିବା କଥା ନିଭାଇବାରେ ଅସଫଳ ହୋଇପାରନ୍ତି , ନିଜ ଭାବନାକୁ ବଶରେ ରଖନ୍ତୁ , ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ଚାକିରି ରେ ପଦୋନ୍ନତି ହେବାର ସମ୍ଭାବନା ଅଛି , କିନ୍ତୁ ଇନକମ୍ କମ୍ ଆସିବାର ଯୋଗ ହେଉଚି ।

ଧନୁ ରାଶି : ଆଜି କେଉଁ ନୁଆ କାମ ଆରମ୍ଭ କରିବାର ପୁର୍ବରୁ ବଡଙ୍କ ରାୟ ନିଅନ୍ତୁ , ହସ୍ତାକ୍ଷର କରିବା ପୂର୍ବରୁ କାନୁନୀ ଦସ୍ତାବିଜକୁ ଧ୍ୟାନରେ ପଢନ୍ତୁ , ଆପଣଙ୍କୁ ସମୟ ସମୟରେ ମିତ୍ରଙ୍କ ଓ ଶୁଭଚିନ୍ତକଙ୍କ ସମର୍ଥନ ମିଳିବ , ମାତା ପିତା ଓ ବେପାରରେ ଆର୍ଥିକ ସାହାଯ୍ୟ ମିଳିବ , କେଉଁ ଲମ୍ବା ଯାତ୍ରାର ଯୋଜନା କରିପାରନ୍ତି , ରୋଜଗାରରେ ବୃଦ୍ଧି ହେବ । ସମୟର ଅନୁକୁଳ ଲାଭ ଉଠାନ୍ତୁ । ଆଖପାଖ ସାମାଜିକ ଆୟୋଜନରେ ଭାଗିଦାରି ନେବେ ।

shiva

ମକର ରାଶି : ପରିବାର ସୁଖ ଶାନ୍ତି ରହିବ , ନିୟମିତ ବ୍ୟାୟାମ କରିବା ଆପଣଙ୍କ ପାଇଁ ଫାଇଦାଦାୟକ ହେବ , ଭଲ ଭାବରେ ନେଇଥିବା ନିର୍ଣ୍ଣୟ ଭଲ ଲାଭ ଦେବ,  ପାରିବାରିକ ସଂବନ୍ଧ ଓ କଥାବାର୍ତ୍ତା ଭଲ ରହିବ , ଆଜି ଉନ୍ନତିର ମାର୍ଗ ଦେଖାଦେଉଛି , ଥକା ଲାଗିପାରେ , ମକର ରାଶିର ଲୋକେ ଆଜି ମାଘ ପୁର୍ଣ୍ଣିମାରେ ଚନ୍ଦ୍ରଙ୍କ ପୁଜା କରନ୍ତୁ , ଧଳା ମିଠା କ୍ଷୀରର ଭୋଗ ଲଗାନ୍ତୁ , ଏହା ଦ୍ୱାରା ଚନ୍ଦ୍ର ଦୋଷ ସବୁ ଦୁର ହୋଇଯିବ

କୁମ୍ଭ ରାଶି : ଆଜି ଆପଣଙ୍କୁ ଭାବନାତ୍ମକ ସନ୍ତୁଳନ ରଖିବାର ଅସୁବିଧା ଆସିପାରେ , କାମର ସଂବନ୍ଧିତ ଯାତ୍ରା କରିପାରନ୍ତି , ନୁଆ ରାସ୍ତା ଖୋଲିବ,  ସଂମ୍ପର୍କରୁ ପ୍ରେମ ବଢିବ , ଜାଗା , ବାହାନ , କିଣାକିଣି ଉପରେ ଦସ୍ତାବିଜକୁ ଧ୍ୟାନରେ ରଖନ୍ତୁ , କାଳି ଉଡତ ଦାନ କରନ୍ତୁ , ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ , କିଛି ବଡ କାର୍ଯ୍ୟ କରିବାରେ ମନ ହେବ , ଛୋଟ ମୋଟ ଯାତ୍ରା କରିପାରନ୍ତି , ଉତ୍ସାହ ବଢିବ , ଅଚାନକ କେଉଁ ଅତିଥି ଆସିପାରନ୍ତି , ଯାହା ଦ୍ୱାରା ଘରର ବାତାବରଣରେ ପରିବର୍ତନ ଆସିବ ।

ମୀନ ରାଶି  :ସ୍ୱାସ୍ଥ୍ୟର ଦୃଷ୍ଟିକୌଣରୁ ଭଲ କଟିବାର ଅଛି , ଯଦି ପୈତୃକ ସଂମ୍ପତ୍ତି ସଂବନ୍ଧିତ କିଛି ସଂଘର୍ଷ ଅଛି , ତେବେ ପ୍ରୟାସ କରନ୍ତୁ , ଓ ଏହା ସୌହାଦ୍ୟପୁର୍ଣ୍ଣ ସମାଧାନ କରନ୍ତୁ , ନିଜ କାର୍ଯ୍ୟରେ ଅଧିକା ପରିଶ୍ରମ କରିବାର୍ ଦରକାର ଅଛି , ଧ୍ୟାନ ଭଟକିବ,  କିନ୍ତୁ ସଂୟମ ରଖନ୍ତୁ , କେଉଁ ନିଜ ସଂମ୍ପକୀୟଙ୍କ ସହ ଯୁକ୍ତି ହୋଇପାରେ,  ଦାମିକା ବସ୍ତୁ ସଂମ୍ଭାଳିକରି ରୁହନ୍ତୁ , ବିପଦପୁର୍ଣ୍ଣ ଜାମିନ୍ ରେ ସାମିଲ୍ ହୁଅନ୍ତୁ ନାହିଂ , ଆଜି ପରିଜନଙ୍କସହ ଖୁସି ମନାଇବେ , ଅଧ୍ୟାମ ପ୍ରତି ରୁଚି ବଢିବ ।

Leave a Reply

Your email address will not be published. Required fields are marked *