1 ଫ୍ରବୃଆରୀ 2020 ରାଶିଫଳ – ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦୀନ

rasiphala2

ମେଷ ରାଶି : ଆଜି ଆପଣଙ୍କର କାର୍ଯ୍ୟରେ ପ୍ରଶଂସା ମିଳିବ , ଆପଣ ମୌସୁମୀ ଯୋଗୁଁ ଟିକିଏ ଶୀଥିଳତା ଅନୁଭବ କରିବେ । ଏଥିପାଇଁ ନିଜ ଆହାରକୁ ବିଶେଷ ଧ୍ୟାନ ଦିଅନ୍ତୁ , ଓ ଯୋଗ କରନ୍ତୁ , ବ୍ୟବସାୟରେ କରାଯାଈଥିବା କାର୍ଯ୍ୟ ଲାଭଦାୟୀ ପରିଣାମ ମିଳିବ । କିଛି ମହତ୍ତ୍ୱପୁର୍ଣ୍ଣ ଅଭିଳାଷାର ପୁର୍ତ୍ତି ଆସାର ହେଉଛି , ଆପଣ କିଛି କହିବା ପୁର୍ବରୁ ଥରେ ଭାବିନିଅନ୍ତୁ । ନହେଲେ ବିବାଦ ହୋଇପାରେ , ସନ୍ତାନ ସୁଖ ମିଳିବାର ସଂମ୍ଭାବନା ଅଛି ।

ବୃଷ ରାଶି : ଆଜି ଆପଣଙ୍କ ଘରେ କେଉଁ ଧାର୍ମିକ ସମାରୋହ ହୋଇପାରେ । ଯଦି ଆପଣ କେଉଁଠି ନିବେଶ କରୁଛନ୍ତି ତେବେ ପ୍ରଥମେ ଆଉଥରେ ବିଚାର କରିନିଅନ୍ତୁ , କିଛି ମାମୁଲି ମୁଦ୍ଧାରେ ଘରୋଇ ମୋର୍ଚ୍ଚାର ଅସୁବିଧା ଦେଖାଯାଇପାରେ , ଆଲସ୍ୟ, ଥକାପଣ, ଅସୁସ୍ଥ୍ୟତା ଅନୁଭବ କରିବେ , ଆପଣ୍ କେଉଁ ବଡ ଦାୟିତ୍ୱ ନେବାର ଯୋଗ ଅଛି , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ କିଛି ବଡ ଦାୟିତ୍ୱ ମିଳିବାର ଯୋଗ ଅଛି , ଏକାଗ୍ର ହୋଇକରି କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଲିବାର ଯୋଗ ହେଉଛି ।

ମିଥୁନ ରାଶି : ଅଟକିଥିବା କାମ ଆଜି ପୁରା ହୋଇଯିବ , କାର୍ଯ୍ୟକ୍ଷେତ୍ରରେ ନୁଆ ପ୍ରୟୋଗ କିମ୍ବା ଅଧିକା ଧନ ଲଗାଇବାରେ ବଞ୍ଚନ୍ତୁ , ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସମୟ ଭଲ ଅଛି , ଆପଣଙ୍କ ଜୀବନସାଥୀଙ୍କ ରୋଗ ସ୍ୱାସ୍ଥ୍ୟର ଚିନ୍ତା ଏକ ପ୍ରମୁଖ କାରଣ ହୋଇପାରେ , ନୁଆ ନିବେଶରେ ପୁରା ଭାବେ ବଞ୍ଚନ୍ତୁ , ଭଲ ରହିବ । କିଛି କାମରେ ପ୍ରତିରୋଧ ଆସିପାରେ , କିଛି ଲୋକ ନିଜ ପରିଶ୍ରମ ଓ ଫଳାଫଳକୁ ନେଇ ଅସନ୍ତୁଷ୍ଟ ରହିବେ । ଆପଣଙ୍କ ନ୍ୟାୟାଳୟରେ ଲାଭ ମିଳିବ ।

rasi-chakra

କର୍କଟ ରାଶି : ଆଜି ଆପଣଙ୍କ ମନଚଞ୍ଚଳ ହୋଇଉଠିବ , ଯାହାର କାରଣରୁ ନିର୍ଣ୍ଣୟ ନେବାରେ ଅସୁବିଧା ଦେଖାଦେବ , ଆଜି ଆପଣ କେଉଁ ଉଚ୍ଚ ଅଧିଆରୀଙ୍କ କିମ୍ବା ସମାଜରେ ଉଚ୍ଚ ବ୍ୟକ୍ତିଙ୍କର ସଂମ୍ପର୍କରେ ଆସିବେ , କିଛି ଫଇସଲା ସାବଧାନୀରେ ନେବାକୁ ହେବ , କିନ୍ତୁ ପରିବାର ଲୋକ ଚିନ୍ତା ସ୍ଥିତି ସୃଷ୍ଟି କରିପାରନ୍ତି । ଜରୁରୀ କାମ ନିପଟାଇଦିଅନ୍ତୁ , ଆପଣ କିଛି କାମ ଆରମ୍ଭ କରିବାକୁ ମନ ବଳାଇପାରନ୍ତି ।

ସିଂହ ରାଶି : ଆଜି ଆପଣ ନିଜ ଖରାପ ଅଭ୍ୟାସ ଗୁଡିକ ଛାଡିବାକୁ ନିଷ୍ପତ୍ତି ନେଇପାରନ୍ତି  କ୍ୟାରିୟର ସହ ଯୋଡି ହୋଇଥିବା ଫଇସଲା ପାଇଁ ଦିନ ଠିକ୍ ଅଛି , ବନ୍ଧୁଙ୍କ ସହ କିଛି କଥାରେ ମତାନ୍ତର ହୋଇପାରେ, ଜୀବନସାଥୀଙ୍କ ସହ ମଧୁରତା ଆସିପାରେ,  ବ୍ୟବସାୟରେ ନବିନ ବିଚାର କାରଣରୁ ଅନ୍ତିମ ମିନିଟ୍ ରେ ପରିବର୍ତ୍ତନ କରାଯାଈପାରେ , ଆପଣ କିଛି ଏପରି କରିବେ ଯାହା ଦ୍ୱାରା ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ନ ପଡିପାରେ,  ବିପଦପୂର୍ଣ୍ଣ ସ୍ଥିତିରେ ନିବେଶ କରନ୍ତୁ ନାହିଁ , ଗଙ୍ଗାଜଳରୁ ଶିବଙ୍କର ଅଭିଷେକ କରି ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।

କନ୍ୟା ରାଶି : ଆଜି କେଉଁ ପ୍ରକାରର ଉଧାର ଦିଅନ୍ତୁ ନାହିଁ । ଭାବିଥିବା ଅଧିକାଂଶ କାମ ପୁରା ନ ହେବାରୁ ଚିନ୍ତିତ ହୋଇପାରନ୍ତି । ଭାଇମାନଙ୍କ ସାହାଯ୍ୟ ନ ମିଲିପାରିବାରୁ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ , କିନ୍ତୁ ଚିନ୍ତାରୁ ଦୁରେଇ ରୁହନ୍ତୁ , ପ୍ରେମୀଙ୍କ ପାଇଁ ନିଜ ଭାବନାକୁ ବ୍ୟକ୍ତ କରିବାପାଇଁ ଏକ ଭଲ ସମୟ ଅଛି , ଆପଣ ନିଜ ଜୀବନରେ ଏକ ନୁଆ କୀର୍ତ୍ତିମାନ ସ୍ଥାପନ କରି ଆଗକୁ ବଢିବେ ।

ତୁଳା ରାଶି : ଆଜି କାମରେ ମନ ନ ଲାଗିବା କାରଣରୁ ଚିନ୍ତା ବଢିପାରେ , କିଛି ନୁଆ କାର୍ଯ୍ୟ ଆରମ୍ଭ କରିବାକୁ ହେଲେ କରନ୍ତୁ ନାହିଁ , ମନରେ ଉଦାସ ଭାବନା ରହିବ,  କେଉଁ ବି ସମ୍ପତ୍ତି ସଉଦାରେ ଅନ୍ତିମ ରୁପ ଦେବା ପୁର୍ବରୁ ଦସ୍ତାବିଜକୁ ଧ୍ୟାନରେ ପଢନ୍ତୁ , ନହେଲେ କ୍ଷତି ହୋଇପାରେ,  ସରକାରୀ କାମ କାର୍ଯ୍ୟରେ ଅପୟଶ ସାମ୍ନା କରିବାକୁ ପଡିପାରେ, ଏଥିପାଇଁ ସତର୍କ ରୁହନ୍ତୁ , ସଂନ୍ଧ୍ୟାରେ ଛୁଆଙ୍କ ସହ ସମୟ୍ ଅତିବାହିତ୍ କରିବେ , ପ୍ରୋପଟି ପାଇଁ ଆପଣଙ୍କୁ ଭଲଡିଲ୍ ମିଳିବାର ସଂମ୍ଭାବନା ଅଛି ।

rasi.ch

ବିଛା ରାଶି : ଆଜି କାହାର ସହାୟତାରେ ଆପଣଙ୍କୁ ଆର୍ଥିକ ଲାଭ ମିଲିପାରିବ , କାମ କାର୍ଯ୍ୟରେ ମନ କମ୍ ଲାଗିବ , ନିୟମ ଓ ଆଇନ୍ ଅଣଦେଖା କରିପାରନ୍ତି , ପ୍ରେମୀଙ୍କ ପ୍ରେମ ସଂବନ୍ଧରେ ଆସିଥିବା ଭୁଲ୍ ଧାରଣା ସାମ୍ନାରେ ସାମାନ୍ୟରୁ ଅଧିକା ସାହାସ ଓ କୁଶଳତା ସହ କରିବାକୁ ହେବ , କେଉଁ ମାମଲାରେ ନୁଆ ଆରମ୍ଭ କରିପାରନ୍ତି , ଛାତ୍ରଙ୍କର ମନୋକୁଳ କାର୍ଯ୍ୟ କରିବାରେ ବଞ୍ଚିବେ , ଆପଣଙ୍କୁ ଖୁସି ଅନୁଭୁତ ହେବ , ଧନ ଆଗମନ ହେବାର ସଂମ୍ଭାବନା ରହିବ ।

ଧନୁ ରାଶି : ଆଜି ଟିକିଏ ସଜାଗ ରୁହନ୍ତୁ ନହେଲେ ନିଜକୁ ଠକାମିରେ ପଡିଛନ୍ତି ବୋଲି ଅନୁଭବ କରିବେ , ନିଜ ଜୀବନରେ ସଫଳତା ହାସିଲ୍ କରିପାରିବେ , ସନ୍ତାନଙ୍କ ପକ୍ଷରୁ ଭଲ ଖୁସିଖବର ମିଳିପାରେ , ଚାକିରି କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଭଲ ହେବ ନିଜ ଜିବନସାଥୀଙ୍କ ସହ ବୈବାହିକ ଜୀବନ ଭଲରେ କାଟିବେ । ପଇସା ଲେଣଦେଣରେ ସଂମ୍ଭାଳିକରି ରୁହନ୍ତୁ , ନହେଲେ କ୍ଷତି ହୋଇପାରେ , କାର୍ଯ୍ୟ ସଂବନ୍ଧି ଯାତ୍ରାରେ ଲାଭକାରୀ ହେବ ।

ମକର ରାଶି : ଆଜି ସଂମ୍ପତ୍ତିରେ ନିବେଶ କିମ୍ବା ବାହାନ କିଣିପାରିବେ । ଯଦି ପୈତୃକ ସଂମ୍ପତ୍ତିରୁ ଆପଣ କିଛି ଇଛା ଅଛି ତେବେ ଅଜି ପୁରା ହୋଇଯିବ  ସନ୍ତାନ ପକ୍ଷରୁ କିଛି ବଡ ଖବର ପ୍ରାପ୍ତି ହେବ , ଉତ୍ସାହପୁର୍ବକ କିଛି ବଡ କାର୍ଯ୍ୟ ସଠିକ୍ ସମୟରେ କରିପାରିବେ , ବାଣିରେ ମଧୁରତା କାରଣରୁ , ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । ଅଫିସ୍ ରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି ,

rasi2

କୁମ୍ଭ ରାଶି : ଆଜି ଆପଣଙ୍କୁ ନିଶ୍ଚିତ ଭାବେ ସଫଳତମିଳିବ , ଯଦି ମନ ଲଗାଇ ପ୍ରୟାସ କରିବେ । ପରିବାରରେ କେଉଂ ନୁଆ ଅତିଥି ଅଗମନ ହେବାର ସଙ୍କେତ ହେଉଛି , ଯାହାଦ୍ୱାରା ପରିବାରରେ ଖୁସିମୟ ପରିବେଶ ରହିବ । ଆପଣଙ୍କୁ ନିଜ ଜୀବନରେ ସଚ୍ଚା ପ୍ରେମ କମି କେବେ ଅନୁଭବ ହେବ ନାହିଁ  ଚିନ୍ତା କରନ୍ତୁ ନାହିଁ । ସମୟ ସହ ସବୁ କିଛି ବଦଳିଯିବ । ଚାକିରି କରୁଥିବା ଲୋକେ କିଛି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରନ୍ତି , ଅଫିସ୍ କାମରେ ଚୁନୋତି ଆସିପାରେ ।

ମୀନ ରାଶି ; ଆଜି ଆମଦାନୀର ନୁଆ ସ୍ରୋତ ବାହାରିବ , ଧନ ସହ ଯୌଡି ହୋଇଥିବା ସବୁ ଅସୁବିଧା ଦୂର ହେବ  କେଉଁ କଥାରେ ପଡି କିଛି ମହତ୍ତ୍ୱପୁର୍ଣ ଫଇସଲା ନିଅନ୍ତୁ ନାହୀଁ । ବୁଝିବିଚାରି ବିବେକ ସହ କାର୍ଯ୍ୟ କରି ଆଗକୁ ବଢନ୍ତୁ , ସଟ୍ଟା କିମ୍ବା ଅପ୍ରାତସିତ ଲାଭ ମାଧ୍ୟରୁ ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ବିନାଶକାରୀ ଶକ୍ତି ସମାପ୍ତ ହେବ । ଚାକିରି କ୍ଷେତ୍ରରେ କରାଯାଇଥିବା ପ୍ରୟାସ ସଫଳ ହେବ ।

Leave a Reply

Your email address will not be published. Required fields are marked *