ଆସନ୍ତା କଲି ଭାରତ ବନ୍ଦ…..। ଭାରତ ବନ୍ଦ ଡାକରା ଦେଲା କେନ୍ଦ୍ରୀୟ ଶ୍ରମୀକ ସଂଙ୍ଗଠନ ଜାଣନ୍ତୁ ସଂମ୍ପର୍ଣ୍ଣ ଖବର …।

bharat

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆସନ୍ତା 8 ରେ ଭାରତ ବନ୍ଦ ଡାକରା ଦେଲା କେନ୍ଦ୍ରୀୟ ଶ୍ରମୀକ ସଂଙ୍ଗଠନ ଏମିତି କ୍ଷେତ୍ରରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି କେଉଁ କେଉଁ କାରଣ ଯୋଗୁଁ ଏହି ଥର ଭାରତ ବନ୍ଦ ହେବାକୁ ଜାଉଛି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣୀ ନେଇ ନେବା ।

ଆସନ୍ତା କାଲି ହେବା କୁ ଥିବା ଭାରତ ବନ୍ଦ ରେ ଦରମା ବୃଦ୍ଦି, ବେକାରୀ , ସିଏଏ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆ ଜାଇ ଥିବା ଜଣା ପଡ଼ିଛି । ସେହି ପରି କ୍ଷେତ୍ରରେ ଯଦି ଆମେ କେନ୍ଦ୍ରୀୟ ଶ୍ରମୀକ ସଂଙ୍ଗଠନର କଥା କହିବା ତେବେ ଗତ କାଲି ଏହି ବିରୋଧ ରେ କଂଗ୍ରେସ ଭବନ ରେ ପିସିସି ସଭାପତି ଙ୍କୁ ବାମପନ୍ଥୀ ଭେଟି ଥିଲେ । ସେହି ପରି କ୍ଷେତ୍ରରେ ଏହି ବନ୍ଦ ଡାକରା କୁ କଂଗ୍ରେସ୍ ପୂର୍ଣ୍ଣ ଭାବେ ସମର୍ଥନ ଦେବ ବୋଲି କହିଛି । ସେହି ପରି ବେଳେ ଏହି ସମର୍ଥନ ପରେ ପରେ AITUC ର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ଙ୍କ ପ୍ରତିକ୍ରିୟା ରହିଛି । ସେ ଏହି ବନ୍ଦ ଉପରେ ସଂମ୍ପର୍ଣ୍ଣ ଭାବେ ନିଜର ମତ ରଖି କହିଛନ୍ତି କି । ଏହି ବନ୍ଦ ପାଳନ ବେଳେ କ୍ଷୀର ଗାଡୀ ବା ଔଷଧ ଦୋକାନ କୁ ବାଦ୍ ଦିଆ ଯିବ ଏବଂ ଯଦି ଆମେ ଓଡ଼ିଶା ର କଥା କହିବା ତେବେ ରାଉଲକେଲା ର ଗୋଟିଏ ସାମ୍ବାଦିକ ସମ୍ମୀଳନୀ ଏହି ନେଇ ଆୟୋଜନ ହୋଇ ସାରିଛି ।

save-in

ସେମିତି ବେଳେ ସେଠାରେ ରହି ଥିବା କିଛି ନେତା ମାନଙ୍କ କହିବା ଅନୁସାରେ ଏହି ବନ୍ଦ ପାଳନ କୁ ସଂମ୍ପର୍ଣ୍ଣ ଭାବେ 24 ଘଣ୍ଟା ପର୍ଯ୍ୟନ୍ତ କରା ଯିବ ମାନେ 8 ତାରିଖ ସକାଳ 6 ଟା ରୁ 9 ତାରିଖ ସାକାଳ 6 ଟା ପର୍ଯ୍ୟନ୍ତ ଏହା ସାଧାରଣ ଭାବେ ବନ୍ଦ ର ଡାକରା ଦିଆ ଯିବ । ସେହି ପରି ବେଳେ ଆପଣ ମାନେ ଏହି କଥା କୁ ଜାଣନ୍ତି କି । ଦରଦାମ୍ ବୃଦ୍ଦି , ବେକାରୀ , 21 ହଜାର ଟଙ୍କା ସର୍ବ ନିମ୍ନ ମଜୁରୀ , ରାଷ୍ଟ୍ରୟତ ଉଦ୍ୟଗ ର ଘୋରଇ କରଣ କୁ ବନ୍ଦ କରିବା । ତଥା ଅନ୍ୟାନ ଭାବେ କୃଷକ ଏବଂ ବେକାରୀ ଯୁବକ ମାନଙ୍କର ଯେଉଁ ସବୁ ଦାବୀ ରହିଛି ସେହି ସବୁ କୁ ପୂରଣ କରିବା ପାଇଁ ଖାସ୍ କରି ଏହି ବନ୍ଦ ଡାକରା କରା ଜାଇଛି ।

ସେମିତି ବେଳେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ କି ଏହି କଥା କୁ ନେଇ ସାରା ଓଡ଼ିଶା ରେ ହରତାଳ କରି ଯିବା ସହିତ ଜନବିରୋଧୀ କରା ଯିବାର ରହିଛି ବୋଲି ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *