03 ଜାନୁଆରୀ 2019 ଶୁକ୍ରବାର ରାଶିଫଳ : ଏହି 3 ଟି ରାଶିଙ୍କର ଆଜିଠୁ ପଡୁଛି ଶୁଭ ବେଳା

rasiphala1

ମେଷ ରାଶି : ଆଜି ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଦରକାର ଅଛି , କିଛି ବି ଶୁଭ ସମାଚାର ପ୍ରାପ୍ତି ହେବ , ଯାହା ଦ୍ୱାରା ମନକୁ ଆନନ୍ଦିତ ଲାଗିବ , ଓ ଲାଭ ବି ହେବ , କାରୋବାରରେ ଆଶା ଅନୁରୁପ ଫାଇଦା ଅଛି,  ଏହି ରାଶିର ମହିଲାମାନେ ଘରୋଇ କାମରେ ପୁରା ଭାବେ ମନ ଦେବେ , ସମ୍ଭାଳିକରି ରହିବାକୁ ହେବ , କିଛି ସ୍ଥିତି ଆପଣଙ୍କୁ ଚିନ୍ତାରେ ପକାଇପାରେ , ପୁରୁଣା ରୋଗ ଆଉଥରେ ଦେଖାଦେଇପାରେ , ପ୍ରେମ ପ୍ରସଙ୍ଗରେ ସମୟ ଅନୁକୁଳ ରହିବ ।

ବୃଷ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ , ଧନରେ ବୃଦ୍ଧି ହେବାର ଅବସର ସ୍ୱରୁପ କିଛି ନୁଆ ବ୍ୟବସାୟ କରିପାରନିତ୍ , ନିଜର ମହତ୍ତ୍ୱକାକ୍ଷାଂ ପୁରା ହେବା ହେତୁ କେଉଁ ଅହିତ୍ କୁ ନହୋଇ ଏହାର ଧ୍ୟାନ ରଖିବେ , ଏହି ରାଶିର ଓକିଲଙ୍କ ପାଇଁ ଆଜିର ଦିନ ଠିକ୍ ଠାକ୍ ରହିବ , କେଉଁ ଜରୁରୀ କେସ୍ ରେ ପକ୍ଷରେ ଆପଣଙ୍କର ରହିବ , ହାଲକା ଚିନ୍ତା ଚିନ୍ତିତ କରିପାରେ , କିଛି ଖରାପ ସୁଚନା ମିଳିପାରେ , ବିଦ୍ୟାର୍ଥୀଙ୍କ ପାଇଁ ଅଧିକା ପରିଶ୍ରମ କରିବାକୁ ହେବ ।

ମିଥୁନ ରାଶି : ଆପଣଙ୍କ କ୍ରୋଧ ଉପରେ ଅଧିକା ରହିଲେ କ୍ଷତି କରିପାରେ , ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି , ଆପଣଙ୍କୁ ବାହାନ ଚଲାଉଛନ୍ତି ତେବେ ସତର୍କ ରହିବେ , ସମୟ ଅନୁକୁଳ ଶୁଭ ଫଳଦାୟୀ ରହିବ , ସବୁ କାମ ମନ ମୁତାବିକ ପୁରା ହୋଇଯିବ , ବହୁତ ଦିନରୁ ପଇସାର ମାମଲାରେ ବୁଡିରହିଥିବା ବେଲେ ଏହା ବୁଝାମଣା ହୋଇଯିବ , ଆପଣଙ୍କ ଖୁସିରେ ବୃଦ୍ଧି ହେବ , ଯଦି ଆପଣଙ୍କ ମସ୍ତିଷ୍କରେ କିଛି ବି ଚାଲୁଛି ତାହା ସେୟାର୍ କରିପାରିବେ ।

କର୍କଟ ରାଶି : ଆଜି ଆପଣକ ମନ ଲୋକଙ୍କ ସହ ଦେଖାକରିବାରେ ଲାଗିବ , ପରିବାର ସଦସ୍ୟ ଙ୍କ ସହ ମଧୁରତା ବଢିବ , କେଉଁ ଆନନ୍ଦଉତ୍ସବରେ ଭାଗ ନେବାକୁ ସମୟ ପାଇବେ , ଜୀବନସାଥୀ ସହ ପ୍ରେମୀଙ୍କ ଦ୍ୱାରା ବିନା କିଛି ପଦକ୍ଷେପ ନିଅନ୍ତୁ ନାହିଁ  ,ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ୍ ହେବ , ମସ୍ତିଷ୍କ ସ୍ତରରେ ଚୁନୋତି ଆସିପାରେ , ସନ୍ତାନ ସୁଖ ପ୍ରାପ୍ତି ହେବ , ଶାରରୀକ କଷ୍ଟର ଆଶଙ୍କା ଅଛି ଦାମିକା ଜିନିଷ ସମ୍ଭାଳିକରି ରଖନ୍ତୁ ।

ସିଂହ – ଆଜି ବ୍ୟବସାୟ ମାମଲା ରେ ଧର୍ଯ୍ୟ ରଖନ୍ତୁ | ଅନେକ ଦିନର କଷ୍ଟର ଫଳ ଆଜି ମିଳିବ | ଆଜି ଅନ୍ୟମାନଙ୍କ ଉପରେ ବିଶ୍ୱାସ କରିବା ଶିଖନ୍ତୁ | ନୂଆ ବର୍ଷରେ କିଛି ନୂଆ କରିବାର ଚେଷ୍ଟା କରନ୍ତୁ

କନ୍ୟା – ଆଜି କୌଣସି ପାର୍ଟି କୁ ଯାଏ ପାରନ୍ତି | ଆଜି ଅନେକ ଦିନର ବନ୍ଧୁ ମିଳିନ ହେଇପାରେ |କୌଣସି ଉଚ ଅଧିକାରୀ ଆଜି ଆପଣାକୁ ସାହାଯ୍ୟ କରିବେ | ଅନେକ ଦିନରୁ ଅଟକିଥିବା କାମ ଆଜି ହେଇ ଯିବା | ମନ ସ୍ଥିର ରଖନ୍ତୁ

ତୁଳା – କୌଣସି ପ୍ରିୟ ଲୋକ ସହ ଆଜି ସାକ୍ଷାତ ହେବ |ଯାତ୍ରା ର ଯୋଗ ହେବ | ସାଥି ସାହାଯ୍ୟ କରିବେ ଏଠା ମନରୁ ପାଶୋରି ଦିୟନ୍ତୁ |ପ୍ରେମ ସମ୍ପର୍କୀୟ ମାମଲା ରେ ଧୋକା ଖାଏ ପାରନ୍ତି | ଗୁରୁଜନ ଙ୍କ କଥା ମାନନ୍ତୁ

ବିଛା – ଆଜି ବଡ ମାନକ କଥା ମାନିଲେ ଆପଣଙ୍କ ପାଇଁ ଭଲ | ସବୁ କଥା ରେ ଚିଡିଚିଡା ହୁଅନ୍ତୁ ନାହିଁ | ଜଲ୍ଦି ରେ କୌଣସି ନିଷ୍ପତି ନିୟନ୍ତୁ ନାହିଁ ନଚେତ ଅସୁବିଧା ରେ ପଡିବେ

ଧନୁ – ଜମିଦାରୀ କାମରେ ଆଜି ଆଗକୁ ବଢିବେ | ରାୟ ଆଜି ଆପଣଙ୍କ ପକ୍ଷରେ ରହିବ | ଦିନ ଟି ଖୁବ ଭଲ ଅଛି | ଗୁରୁଜନ ମାନକ ଆସରିବାଦ ନିୟନ୍ତୁ | ଲକ୍ଷ୍ମୀ ଙ୍କ ନାମ ଜପ କରନ୍ତୁ

ମକର ରାଶି : ଆଜି ବହୁତ ଗତିବିଧି ସଂପନ୍ନ ହେବ , ଓ କେଉଁଆଡେ ଯାତ୍ରା କଲେ ଲାଭଦାୟୀ ହେବ , ପଇସାର ଲେଣଦେଣରେ ଅନୁକୁଳ ସମୟ ନାହିଁ , ନିବେଶ କାରୀ ଲାଭବାନ ହେବେ , ଛୁଆ ଓ ପ୍ରିୟଜନ ସହ ବିତାଇଥିବା ସମୟ ସଂମ୍ପର୍କରେ ମଜବୁତ୍ ଆସିବ , ଆଜି ଆଖପାଖ ଲୋକଙ୍କ ସହ ସମୟ ଅତିବାହିତ କରିବେ । ହନୁମାନ ମନ୍ଦିରଯାଈକରି ଭଗବାନଙ୍କୁ ଦର୍ଶନ କରନ୍ତୁ , ଆପଣଙ୍କ ସମୟ ପୁରା ହେବ , ଘର ବାହାରେ ପ୍ରସନ୍ନତା ରହିବ ॥

କୁମ୍ଭ ରାଶି : ଆଜି ଆପଣଙ୍କୁ ମାତା ପିତାଙ୍କ ପୁରା ସମର୍ଥନ ଓ ଆଶିର୍ବାଦ ମିଳିବ, ଯେଉଁ ଲୋକ ଜମିଜମା ବିଜନେସ୍ ରେ ଯୋଡି ହୋଇଛନ୍ତି ,ସେମାନେ ବହୁତ ଧନ ଲାଭ କରିବାର ଯୋଗ ଅଛି, ଆପଣ ସାମାଜିକ ଓ ବ୍ୟବସାୟିକ ସମାରୋହରେ ସାମିଲ୍ ହେବେ , ଯାତ୍ରା ଫଳଦାୟୀ ରହିବ ।

ମୀନ ରାଶି : ଆଜି ନୁଆ ଆୟର ସ୍ରୋତ ବିକଶିତ ହେବ , ଚୋରି କାରଣରୁ ଆପଣଙ୍କ କ୍ଷତି ହୋଇପାରେ , ସାବଧାନ ଓ ସତର୍କ ରୁହନ୍ତୁ , ବିଦ୍ୟାର୍ଥୀଙ୍କୁ ପଢାଇରେ ସକରାତ୍ମକ ଉର୍ଜା ମିଲିବ , ଆଜି ଆପଣଙ୍କୁ କେଉଁ ଆଡୁ ଭଲ ସମାଚାର ମିଲିବ ।

Leave a Reply

Your email address will not be published. Required fields are marked *