01 ଜାନୁଆରୀ 2020 ବୁଧୁବାର ରାଶିଫଳ – ନୁଆ ବର୍ଷରୁ ଏହି ସବୁ ରାଶିଙ୍କ ଜୀବନରେ ଆସିବ ନୁଆ ସୁଯୋଗ

rasiphala1

ମେଷ ରାଶି : ଆଜି ନିଜର ଗୋପନିୟତା କଥା ଅନ୍ୟକୁ କହିବା ଠିକ୍ ନୁହେଁ , ଘରର କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଜନା ହୋଇପାରେ,  ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ , ଆପଣଙ୍କ ଶାରରୀକ ରୋଗ ଅଧିକା ଚିନ୍ତା ଲାଗିରହିବ , ଆଜି କେଉଁ ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି , ଆପଣଙ୍କ ଧନ ଧ୍ୟାନ୍ୟରେ ବୃଦ୍ଧି ହେବ ।

ବୃଷ ରାଶି : ଆଜି ପ୍ରତିଧ୍ୱନ୍ଧୀଙ୍କ ସହ ତାଳମେଳ ବସିପାରେ , ଚାକିରି ସ୍ଥାନରେ ପରିବର୍ତ୍ତନ ଯୋଗ ହେଉଛି, ଆପଣ କେଉଁ ନୁଆ କାମ କରିବାର ମନ ହୋଇପାରେ , ପକ୍ଷୀଙ୍କୁ ଦାନା ଦିଅନ୍ତୁ , ଭାଇ ଭଉଣୀଙ୍କ ସହ ସଂମ୍ପର୍କ ଭଲ ହେବ , ପିତା କିମ୍ବା ବଡ ବୟସ୍କଙ୍କ ଠାରୁ ଲାଭ ମିଳିବାର ସମ୍ଭାବନା ଅଛି , ଅଜଣା ଲୋକଙ୍କର ଠାରୁ ସାବଧାନ ରୁହନ୍ତୁ ।

ମିଥୁନ ରାଶି : ଆଜି ପରିବାର ସହ ଅଧିକା ସମୟ ବିତାଇପାରନ୍ତି , ଆପଣଙ୍କ ନୁଆ କାର୍ଯ୍ୟ ପ୍ରାରମ୍ଭ ହେବ , ଯାତ୍ରାରେ ଟିକିଏ ସାବଧନତା ରଖନ୍ତୁ , ଧନ ତଥା ଦାମିକା ଜିନିଷ ସୁରକ୍ଷିତରଖନ୍ତୁ , ସାମାଜିକ ସଂମ୍ପର୍କ ସକ୍ରିୟତା ବନାଇରଖନ୍ତୁ , ମନ୍ଦିରରେ କିଛି ସମୟ ବିତାନ୍ତୁ , ଆପଣଙ୍କ ଦିନ ଶୁଭଫଲ ହେବ , ପରିଶ୍ରମରେ ସକରାତ୍ମକ ପରିଣାମ ମିଳିବ ।

କର୍କଟ ରାଶି : ଆର୍ଥିକ ସାମାଜିକ ଓ ପାରିବାର ଦୃଷ୍ଟିକୋଣରୁ ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟୀ ହୋଇପାରେ,  ପାରିବାରିକ ସଂବନ୍ଧରେ ସୁଧାର ଆସିବ, ଆପଣଙ୍କ ପରିବାର ଓ ବନ୍ଧୁଙ୍କ ସହ ଛୁଟି କଟାଇବାକୁ ଯାଇପାରନ୍ତି , ଅପେକ୍ଷିତ କାର୍ଯ୍ୟରେ ବିଳମ୍ବିତ ହେବ , ଆପଣ ଦେଶ ଓ ରାଜନୀତିରେ ବଢିକରି ଭାଗ ନେବେ , ଆଜି ସୁସ୍ଥ୍ୟ ଅନୁଭବ କରିପାରନ୍ତି ,

ସିଂହ ରାଶି : ଆଜି ବିଦ୍ୟାର୍ଥି ବର୍ଗଙ୍କୁ ସଫଳତା ମିଳିବ , ପୁଜା ପାଠରେ ମନ ଲାଗିବ , ପରିବାରର କେଉଁ ବୟସ୍କ ଲୋକଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟ ଯୋଗୁଁ ଚିନ୍ତା ହୋଇପାରେ,  ସମୟର ସାଥେ ସାଥେ ନିଜ ଜୀବନରେ ନୁଆ ପରିବର୍ତ୍ତନ ଦେଖିବାକୁ ମିଳିବ , ଯେଉଁ ଯୁବା ଜବ୍ ଅପେକ୍ଷାରେ ଅଛନ୍ତି , ଆଜି ତାଙ୍କୁ ଭଲ ଭାବେ ଚାକିରି ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି : ଆଜି ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ , ଆପଣଙ୍କ ଦ୍ୱାରା କରାଯାଇଥିବା କେଉଁ ବିଶେଷ ନିବେଶରେଲାଭ କରିବେ , ମନ ଶାନ୍ତ ଓ ସନ୍ତୁଷ୍ଟା ଏବଂ ଶାନ୍ତ ରହିବ , ଏକେଲା ରହୁଥିବା ଲୋକଙ୍କ ଜୀବନରେ ରୋମାନ୍ସର ସମୟ ଆରମ୍ଭ ହୋଇପାରେ,  କାମର ବୋଝ ଓ ଚିନ୍ତାର କାରଣରୁ ଟିକିଏ ଅଡୁଆରେ ପଡିପାରନ୍ତି , ଯଦି ଆପଣ କଳା କ୍ଷେତ୍ରରେ ଯୋଡି ହୋଇଛନ୍ତି , ତେବେ ଆପଣଙ୍କୁ ଉନ୍ନତିର ନୁଆ ରାସ୍ତା ଖୋଲିବ ,

ତୁଳା ରାଶି : ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖାଦେଉଛି , ଆପଣଙ୍କୁ ନିଜ ବରିଷ୍ଟ ଙ୍କର ଉପେକ୍ଷାର ସାମ୍ନା କରିବାକୁ ପଡିପାରେ,  ଧର୍ମ ଆସ୍ଥା ଓ ଆପସି ବିଶ୍ୱାସ ବଳ ମିଳିବ , ଆର୍ଥିକ ସ୍ତିତି ପୂର୍ବରୁ ମଜବୁତ୍ ହେବ , ଆଜି କିଛି ଚ୍ୟାଲେଞ୍ଜ ବ୍ୟବହାରିକ ସମାଧାନ କରିପାରିବେ , ବେପାରି ବର୍ଗ ଙ୍କୁ ଧନ ଲାଭର ଯୋଗ ରହୁଛି ,

ବିଛା ରାଶି : ଆଜି ଆପଣଙ୍କ ସାସ୍ଥ୍ୟ ଚିନ୍ତା ହୋଇପାରେ, ବହୁତ ସମୟରୁ ପ୍ରମୋଶନ ଆପଣଙ୍କୁ ଅଟକିଥିବା କାମ ଆଜି ପୁରା ହେବ,  ଯେଉଁଥିରେ ଆପଣଙ୍କୁ ବହୁତ ଖୁସି ହେବ , ପ୍ରେମ ସଂମ୍ପର୍କରେ କିଚି ଖରାପ ମୋଡ୍ ଆସିପାର୍,ଏ ଅଫିସ୍ ରେ ନିଜ ବୁଝାମଣାରେ ନଜର ପକାଇବେ , ଭଲ ଖବର ମିଳିବ ।

ଧନୁ ରାଶି : ଆଜି ଆପଣଙ୍କ ପ୍ରଗତିରେ ର୍ ସଫଳତାର ନୁଆ କିର୍ତ୍ତିମାନ ସ୍ଥାପନ କରିବେ , ଆପଣଙ୍କ ଶତ୍ରୁ କିଛି କରିପାରିବେ ନାହିଁ , ବେପାରିକ କ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜବୁତ୍ ହେବ , ପେଶାବର ସ୍ତରରେ ଆପଣଙ୍କ ଦ୍ୱାରା ପୁରା କରାଯାଇଥିବା କାର୍ଯ୍ୟ ସିନିଅର୍ସ ସନ୍ତୁଷ୍ଟ ହେବେ , ଉନ୍ନତିର ମାର୍ଗ ପ୍ରସସ୍ତ ହେବ , ପାର୍ଟନରଙ୍କ ସହଯୋଗ ମିଳିବ , ଯଦି ସ୍ୱାସ୍ଥ୍ୟ କିଛି ଚିନ୍ତା ଅଛି ତେବେ ତାକୁ ଦୁର କରନ୍ତୁ , ନୁଆ ସଂବନ୍ଧ ହେବ , ଯାହା ଭବିଷ୍ୟରେ ଆପଣଙ୍କ ସିଦ୍ଧ ହୋଇପାରିବ ।

ମକର ରାଶି : ଆଜି କାମ ଧୀମା ରହିବ , କିଛି ସାହାସି ଫଇସଲା ସଫଲତା ଦେଇପାରେ , ସଂନ୍ଧ୍ୟା ମଧ୍ୟରେ ସବୁ କାମ ଭଲରେ ହୋଇଯିବ, ନ ଚାହିଁକରି ଆପଣଙ୍କ ସାମାଜିକ ସମାରୋହରେ ଭାଗ ନେବାକୁ ପଡିପାରେ , ଏଥିରେ ଆପଣଙ୍କୁ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାର ସାମ୍ନା କରିବାକୁ ପଡିପାରେ , ବୁଝାମଣାରେ ଧୋକାବାଜି ହୋଇପାରେ,  ଶାରରୀକ ହାନି ବି ହୋଇପାରେ

କୁମ୍ଭ ରାଶି : ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ , ଆପଣଙ୍କୁ ନିଜର ସଚ୍ଚା ପ୍ରେମ ମିଳିପାରିବ , ଆପଣଙ୍କ ସ୍ୱାସ୍ଥ୍ୟ ସନ୍ତୋଷଜନକ ରହିବ , କିନ୍ତୁ ନିଜ ପେଟ ସଂବନ୍ଧିତ କିଛି ରୋଗ ହେବାରୁ ସାବଧାନ ରୁହନ୍ତୁ , ପରିବାରର ସହଯୋଗ ମିଳିବ , ପ୍ରତିଷ୍ଠା ଓ ଉନ୍ନତି ସନ୍ତୁଳନ ବନାଇବାରେ ପ୍ରୟାସ କରିବେ , କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ

ମୀନ ରାଶି : ଆଜି ଆପଣଙ୍କୁ ସଚ୍ଚା ପ୍ରେମ ମିଳିବାର ଯୋଗ ହେଉଛି , ନିଜ କାମ ଓ ପରିବାର ସଂବନ୍ଧରେ କେଉଁ ପ୍ରକାରର ମତଭେଦ କରନ୍ତୁ ନାହିଁ , ଆପଣଙ୍କ ଅଟକିଥିବା କାମ ଜଲଦି ହୋଇଯିବ , କେଉଁ ଲମ୍ବାଯାତ୍ରା କିମ୍ବା କାର୍ଯ୍ୟକ୍ରମର ପ୍ଲାନିଙ୍ଗ୍ ହୋଇପାରେ । ଶିବଲିଙ୍ଗ ଉପରେ ମିଶ୍ରୀ ଚଢାନ୍ତୁ , ଘରର ସୁଖ ସୌଭାଗ୍ୟ ବଢିବ , ସନ୍ତାନର ସଫଲତାରେ ମନ ପ୍ରଫୁଲ୍ଲିତ ରହିବ , ବିଦେଶ ଭ୍ରମଣ ହେତୁ ଶୁଭ ଯୋଗ ଅଛି , ଲମ୍ବା ପ୍ରବାସ ଯୋଗହେଉଛି

Leave a Reply

Your email address will not be published. Required fields are marked *